ମହାମାରୀ ରୋକିବାରେ ସହଯୋଗ କରିବେ ଜନସାଧାରଣ

କଟକ (YSN) ୦୧/୦୮: କରୋନା ରୋକିବାକୁ ଅନନ୍ୟ ପ୍ରୟାସ ଜାରି କଲା କମିଶନରେଟ ପୋଲିସ। ଜାରି କଲା ହ୍ୱାଟ୍ସଆପ ନମ୍ବର ୭୪୪୦୦୦୬୭୦୯। ସାମାଜିକ ଦୂରତା ଓ କରୋନା ନିୟମାବଳୀକୁ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ଭିଡ଼ିଓ ରେକର୍ଡ କରି ପଠାଇପାରିବେ ଜନସାଧାରଣ। ଯାହା ଦ୍ଵାରା ସଂକ୍ରମଣକୁ ଖୁବ ସହଜରେ ରୋକାଯାଇ ପାରିବ ଓ ଅମାନିଆଙ୍କୁ ସାବାଡ କରାଯାଇ ପାରିବ।

କଟକ ସିଟିରୁ ଭାରତ ଭୂଷଣଙ୍କ ରିପୋର୍ଟ୍, ଯୁବଶକ୍ତି ନ୍ୟୁଜ, ଓଡିଶା

Leave a Reply

Your email address will not be published. Required fields are marked *

%d bloggers like this: