ବ୍ରାହ୍ମଣୀ ନଦୀ ନିକଟରେ ବିଦ୍ୟୁତ ସଂଯୋଗ ବିଛିନ୍ନ ନହେବ କିପରି ଆଲୋଚନା

ଦେବଗଡ଼ :(YSN)02/08 ବାରକୋଟ ଠାରେ ପ୍ରତ୍ୟେକ ବର୍ଷ ବର୍ଷାଦିନରେ ବ୍ରାହ୍ମଣୀ ନଦୀ ର ଉଚ୍ଚ ଜଳସ୍ତର ପାଇଁ ପାଳଲହଡ଼ା କୁ ଦୀର୍ଘ ୬ ମାସ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥାଏ ଫଳରେ ପାଳଲହଡ଼ାବାସୀ କିପରି ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ୍ ସେବା କୁ ଉପଭୋଗ କରିବେ ତାକୁ ନଜର ରେ ରଖି TPCODL ର COO ଶ୍ରୀଯୁକ୍ତ ପ୍ରବୀଣ ବର୍ମା, ଚାଇଁପାଳ ସ୍ଥିତ TPCODL ର Manager ଶ୍ରୀଯୁକ୍ତ ନିହାର ରଞ୍ଜନ ପାଣିଗ୍ରାହୀ ଏବଂ ପାଳଲହଡ଼ା ସ୍ଥିତ SDO ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ଙ୍କ ସହିତ ବିଧାୟକ ଶ୍ରୀମାନ ମୁକେଶ କୁମାର ପାଳ ଏବଂ ପୂର୍ବତନ ଜିଲ୍ଲାପରିଷଦ ଗଙ୍ଗାଧର ଜିତ, ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଧେଶ ଦେଲେ ।

ଦେବଗଡ଼ ଜିଲ୍ଲା, ବାରକୋଟ ବ୍ଲକ ରୁ ପୁଷ୍ପାଞ୍ଜଳୀ ବେହେରାଙ୍କ ରିପୋର୍ଟ, ଯୁବ ଶକ୍ତି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *

%d bloggers like this: