ଆଜିର ଅନୁଚିନ୍ତା

*💝ଆଜିର ଅନୁଚିନ୍ତା💝*
*🌷🌻ତାରିଖ : ୧୪-୦୧-୨୦୨୧🌻🌷*

*ଏଠି ସୁନ୍ଦରତା ଶସ୍ତା ହେଲେ ଚରିତ୍ର ଦାମିକା ଅଟେ । ଘଡ଼ି ଶସ୍ତା ହେଲେ ସମୟ ଦାମିକା ଅଟେ । ସମ୍ପର୍କ ଶସ୍ତା ହେଲେ ତାକୁ ତୁଲାଇବା ଦାମିକା ଅଟେ । ବିଶ୍ୱାସ, ଇଜ୍ଜତ ଓ ଜବାବ ଏହି ତିନୋଟି ଜିନିଷ ଜୀବନରେ ଠିକ୍ ରଖିଲେ ଏହି ଦୁନିଆ ଆମକୁ ନିଶ୍ଚୟ ଦିନେ ନା ଦିନେ ସମ୍ମାନ ଦେବ ଏଥିରେ ଟିଲେହେଲେ ଅତ୍ୟୁକ୍ତି ନାହିଁ ।।*

*ଆଖିରେ କଣ ଟିକେ କିଛି ପଡିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର ଭଳି ଦିଶେ ଠିକ୍ ସେମିତି ବାପା,ମାଆଙ୍କ ଆଶୀର୍ବାଦ ବିନା ଆମ ଜୀବନ ବି ଏକ ଅନ୍ଧାକାର ସଦୃଶ୍ୟ । ଖୁସି କିଛି ସମୟ ପାଇଁ ଆସିଥାଏ ଓ ଖୁବ୍ ଶୀଘ୍ର ଚାଲିଯାଏ ଦୁଃଖ ଅଧିକ ସମୟ ପାଇଁ ରହିଥାଏ କିନ୍ତୁ ଯେତିକି ସମୟ ରହିଯାଏ, କିଛି ଭଲ ଶିକ୍ଷାଦେଇଯାଏ । ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ କାହିଁକିନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରିଥାନ୍ତି ll*

*ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଗ୍ରୁପର ସମସ୍ତ ମେମ୍ବର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏହି ମକର ସଂକ୍ରାନ୍ତି ରେ ଆମ ସମସ୍ତଙ୍କ ପାଇଁ ଶୁଭ ଏବଂ ମଙ୍ଗଳମୟ ହେଉ ।।*

*🙏🙏ଜୟ ଜଗନ୍ନାଥ🙏🙏*

Leave a Reply

Your email address will not be published. Required fields are marked *

%d bloggers like this: