ଚଳନ୍ତା କାରରେ ଲାଗିଲା ନିଆଁ, ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର

ଭୁବନେଶ୍ବର(YSN) : ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ ଉପରେ ଜଳିଗଲା କାର।ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ତେବେ କାରଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ଅଚାନକ ଇଞ୍ଜିନରେ ନିଆଁ ଲାଗିଯାଇଥିଲା ତେବେ ହଠାତ୍ କାରରେ ନିଆଁ ଲାଗିବା ଦେଖି କାରରେ ବସିଥିବା ସମସ୍ତ ଯାତ୍ରୀ ବାହରକୁ ଚାଲିଆସିଥିଲେ ।ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିଆଁ ଏତେ ଜୋରରେ ଲାଗିଥିଲା ଯେ ନିଆଁକୁ ଆୟତ୍ତ କରିବା ଡ୍ରାଇଭର ପକ୍ଷେ ସମ୍ଭବ ହୋଇନଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave a Reply

Your email address will not be published. Required fields are marked *

%d bloggers like this: