ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିଲା କୋଭିଡ୍ ଟିକା

ରାଇରଙ୍ଗପୁର(YSN) : ୨୫ ମାର୍ଚ୍ଚ ୨୦୧୯ ଠାରୁ ଆରମ୍ଭ ହୋଇଥିଲା ଭାରତରେ କୋଭିଡ୍ କଟକଣା । ଦୀର୍ଘ ନଅ ମାସ ପରେ ପ୍ରଥମ ଥର କୋଭିଡ୍ ଟିକା ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିଲା । ବିଳମ୍ବ ହେଉ ପଛେ ଟିକା ପହଞ୍ଚିବାରୁ ଲୋକଙ୍କ ମନରୁ କୋଭିଡ୍ ର ଡର ଆଉ ରହିବ ନାହିଁ । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟିକାରୁ ୧୬ ଜାନୁୟାରୀ ୨୦୨୧ ରିଖ ଦିନ ରାଇରଙ୍ଗପୁର ଉପଖଣ୍ଡ ସ୍ବାସ୍ଥ୍ୟ କର୍ମକର୍ତ୍ତା ମାନଙ୍କୁ ଦିଆଯିବ ବୋଲି ବାମନଘାଟୀ ଉପଖଣ୍ଡ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା ପ୍ରୋମଦ କୁମାର ସାହୁ ପ୍ରକାଶ କରିଥିଲେ । କୋଭିଡ୍ ଟିକା ପହଞ୍ଚିବା ସମୟରେ ରାଇରଙ୍ଗପୁର ଉପଖଣ୍ଡ ସ୍ବାସ୍ଥ୍ୟ କର୍ମକର୍ତ୍ତା ଓ ସ୍ବାସ୍ଥ୍ୟ ସେବକ ମାନଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ ।

ରିପୋର୍ଟ- ଭବାନୀଶଙ୍କର ମହାନ୍ତ

Leave a Reply

Your email address will not be published. Required fields are marked *

%d bloggers like this: