ରାମ ମନ୍ଦିର ନିର୍ମାଣ ପାଇଁ ଭାରତୀୟ ମାନଙ୍କ ଠାରୁ ସହାୟତା ରାଶି ଦାନ ନିମନ୍ତେ ପ୍ରଚାର ଆରମ୍ଭ

ରାଇରଙ୍ଗପୁର(YSN) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିର ସମୁଖରେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ମାନଙ୍କର ଶ୍ରୀ ରାମ ମନ୍ଦିର ନିର୍ମାଣରେ କିଭଳି ଧନୀ ଗରିବ ସହାୟତା ପ୍ରଦାନ କରିବେ ଓ ଶ୍ରୀରାମ ମନ୍ଦିର ନିର୍ମାଣରେ ସମସ୍ତ ଙ୍କର ସହଯୋଗ ରହିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସଭା ଭଙ୍ଗ ପରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରୁ ୨ଶହ ବାଇକ୍ ଯୋଗେ ସହର ପରିକ୍ରମା ସହ ଜୟ ଶ୍ରୀ ରାମ ଧ୍ବନି ରେ କମ୍ପିଉଠିଲା ଗଗନ ପବନ ।ଏହା ଥିଲା ସଚେତନତା ସହ ମୁକ୍ତ କଣ୍ଠରେ ସହାୟତା ବଢାଇବାକୁ ନିବେଦନ କରିଥିଲେ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ।

ରିପୋର୍ଟ- ଭବାନୀଶଙ୍କର ମହାନ୍ତ

Leave a Reply

Your email address will not be published. Required fields are marked *

%d bloggers like this: