ହିମାଳୟର 12,500 ଫୁଟ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡି ଜିଲ୍ଲାର ରାଜେଶ ଭୋଇର

କଳାହାଣ୍ଡି (YSN) : ହିମାଳୟ ର 12,500 ଫୁଟ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡି ର ସୁନ୍ଦର 24 ଜାନୁଆରୀ, ଅପରାହ୍ନ 12.51 ରେ 12,500 ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ -5,℃ ରୁ -10 ℃ ହାଡଭଙ୍ଗା ଶୀତ ରେ କରୋନା ଯୋଦ୍ଧା ଙ୍କ ଉଦ୍ଦେଶ୍ୟ ରେ ସମର୍ପି ଓ ହିମାଳୟ ର ଉତ୍ତରାଖଣ୍ଡ ରେ ଥିବା ଦୟାରା ବୁଗ୍ୟାଲ ପର୍ବତ ଶିଖର ରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି। 23 ଜାଣିଆ କଳିଙ୍ଗ ଡେୟାର ଡେଭିଲ୍ସ ଯୁବପର୍ବତା ରୋହି ଦଳ। ଓଡ଼ିଶାର ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ

ଡେୟାର ଡେଭିଲ୍ସ ର ସଭାପତି ତଥା ଗ୍ରିନିଜ୍ ୱାର୍ଲ୍ଡ ରେକର୍ଡ ଧାରି ଡଃ ସତ୍ୟପୀର ପ୍ରଧାନ ଙ୍କ ନେତୃତ୍ୱରେ ବାହାରିଥିଲେ l ଉକ୍ତ ଟିମ ରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ଗ୍ରାମ: ସାନାଡୁଙ୍ଗୁରୀ ଗୁଡା ର ବି.ଜେ ରାଜେଶ ଭୋଇ , ପିତା ବିଶ୍ବମ୍ବର ପଧା ମାତା, ଜାଜ୍ଞସେନୀ ଭୋଇ ହେଇଥିଲେ। ଏହା ଏକ ଗର୍ବ ଓ ଗୌରବର ବିଷୟ କଳାହାଣ୍ଡି ମାଟିର ଯୁବ ଗୋଷ୍ଟି ପାଇଁ।

Leave a Reply

Your email address will not be published. Required fields are marked *

%d bloggers like this: