ତିର୍ତ୍ତୋଲ ବ୍ଲକ କୋଲର ପି.ଏଚ. ସି ଠାରେ କୋଭିଡ-19 ଟୀକା କରଣ ଉଦଘାଟନ ହୋଇଛି

ଜଗତସିଂହପୁର(YSN) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଲର ପି. ଏଚ. ସି ଠାରେ ତା ୦୯/୦୨/୨୦୨୧ ରିଖ ଦିବା ୯ଘଟିକା ସମୟରେ କୋଭିଡ-19 ଟୀକା କରଣ ଉଦଘାଟନ ହୋଇଛି |ସୁପରଟେଣ୍ତ ଶୁଭଜ୍ୟୋତି ମହାନ୍ତି, ଗୋଷ୍ଠୀ ସ୍ୱାସ୍ୟକେନ୍ଦ୍ର, ମଣିଜଙ୍ଗା ଉପସ୍ଥିତ ରହି ଉକ୍ତ ଉଦଘାଟନକୁ ସୂଚାର ରୂପେ ପାଳନ କରାଇଥିଲେ |ଏବଂ ଡାକ୍ତର ସତ୍ୟ ନାରାୟଣ କାନୁଗୋ ଆୟୁଷ ଏସ ଓ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ |ହେଲେଥେ ସୁପରଭାଇଜର ମଳୟ କିଶୋର ତ୍ରିପାଠୀ ଓ ବନମାଳା ତ୍ରିପାଠୀ ପ୍ରଥମ ଭାକ୍ସିନେଟର ଅଫିସ ର ଉକ୍ତ କାର୍ଯ୍ୟରତ ଥିଲେ |ଏବଂ ସ୍ୱାସ୍ଥ୍ୟ କର୍ମୀ ଜୟନ୍ତୀ ପଣ୍ଡା, ବିଦୂତ ପ୍ରଭା ପଣ୍ଡା, ସରୋଜିନୀ ପ୍ରଧାନ, ପ୍ରେମଲାତ ମହାପାତ୍ର ଓ ରାଜେନ୍ଦ୍ର କୁମାର ସ୍ୱାଇଁ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସହଯୋଗ କରିଥିଲେ |କୋଲର ମେଡିକାଲ ଅନ୍ୟ ଷ୍ଟାପ ଆଟ୍ଟେନାଣ୍ଟ ବାବାଜୀ ସେଠି, ଏଲେ.ଏଚ. ଭି ରାଜେଶ କୁମାର ଜେନା,ଶୈଳେନ୍ଦ୍ର ଦାସ, ବିଡିଏମ ପ୍ରବୀର କୁମାର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ତିର୍ତ୍ତୋଲ ରୁ ସ୍ୱାଗତ ରଂଜନ ଦାସ ଙ୍କ ରିପୋର୍ଟ ଯୁବଶକ୍ତି ନ୍ୟୁଜ୍, ଓଡିଶା

Leave a Reply

Your email address will not be published. Required fields are marked *

%d bloggers like this: