କଟକ-ପାରାଦ୍ୱୀପ ରାସ୍ତା କୋଟକଣା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ପାଞ୍ଚ ବର୍ଷ ବାଳକ ର ମୃତ୍ୟୁ ଘଟିଛି?

ଜଗତସିଂହପୁର.(YSN)
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କଟକ-ପାରାଦ୍ୱୀପ ରାସ୍ତା କୋଟକଣା ଠାରେ ବାପା ମା ଙ୍କ ସହ କାମ ରୁ ଫେରୁଥିବା ବେଳେ ସମୟରେ ଇନୋଭ OD02AZ0217 ଧକ୍କା ରେ ପାଞ୍ଚ ବର୍ଷ ବାଳକ ଗୁରୁତର ଅବସ୍ଥା ରେ ଆମ୍ବୁଲାନ୍ସ ସାହାଯ୍ୟ ମେଡିକାଲ ରେ ଭର୍ତ୍ତି ହୋଇଛି | ସେଠାରେ ଜଗତସିଂହପୁର ମେଡ଼ିକାଲ ର ଡାକ୍ତର ମୁର୍ତ୍ୟୁ ଘୋଷଣା କରିଛନ୍ତି | ମୁର୍ତ୍ୟୁ ଖବର ପାଇଁ ସେଠାକରା ଲୋକ ରାସ୍ତା ରୋକ କରିଛନ୍ତି |

ରିପୋଟର : ସ୍ୱାଗତ ରଂଜନ ଦାସ

Leave a Reply

Your email address will not be published. Required fields are marked *

%d bloggers like this: