କଟକ ଜିଲ୍ଲା ବାଙ୍କୀ ର ପଦନପୁର ଠାରେ ଧାନ ଗଦା ରେ ନିଆଁ ଲାଗି ବହୁ ଧାନ ପୋଡି ନଷ୍ଟ ହୋଇଯାଇଛି….

କଟକ:(YSN) କଟକ ଜିଲ୍ଲା ର ବାଙ୍କୀ ର ପଦନପୁର ଠାରେ ଆଜି ଦିନ ୪ ଟା ବେଳେ ଏକ ଧାନ ଗଦା ରେ ନିଆଁ ଲାଗିଯାଇଥିଲା ଯାହାଫଳ ରେ କି କୁଇଁଟାଲ୍ କୁଇଁଟାଲ୍ ଧାନ ପୋଡି ପାଉଁସ ହେଇଯାଇଛି….

ଏ ବିଷୟରେ ଅଗ୍ନିସମ ବିଭାଗ ସୂଚନା ପାଇ ସାଙ୍ଗେ ସାଙ୍ଗେ ଡ଼ମପଡା ରୁ ଅଗ୍ନିସମ ବିଭାଗ ଆସି ନିଆଁ କୁ ଆୟତ କରିଥିଲା….ନିଆଁ କୁ ଆୟତ କରିବା ପାଇଁ ମଧ୍ୟ କଷ୍ଟକର ହୋଇପଡିଥିଲା ଅଗ୍ନିସମ ବିଭାଗ କୁ କାହିଁକି ନା ଯେଉଁ ଧାନ ଗଦା ରେ ନିଆଁ ଲାଗିଯାଇଥିଲା ତା ଉପର ଦେଇ ୧୧ କେଭି ର ବିଦ୍ୟୁତ୍ ତାର ମଧ୍ୟ ଯାଇଥିଲା….

ରିପୋର୍ଟ_ବିଷ୍ଣୁ ପ୍ରସାଦ ମହାପାତ୍ର

Leave a Reply

Your email address will not be published. Required fields are marked *

%d bloggers like this: