ଆଜିର ଅନୁଚିନ୍ତା

ଜୀବନର ଅନ୍ୟ ନାମ ଯନ୍ତ୍ରଣା, ଏଠି ପ୍ରତି ପାହାଚରେ ସମସ୍ୟା ଲାଗି ରହେ କିନ୍ତୁ ତାପରେ ମଧ୍ୟ୍ୟ ଏ ମଣିଷ ହସୁଥାଏ କାହିଁକି ନା ଦୁଃଖ ହେଉ ବା ସୁଖ ଏଠି ପ୍ରତି ପରିସ୍ଥିତି ରେ ବଞ୍ଚିବାକୁ ପଡ଼ିଥାଏ ଆଉ ଯେଉଁ ମଣିଷ ସମସ୍ୟାକୁ ଡରିଯାଏ ସେ ଜୀବନରେ ହାରିଯାଏ।
“ଜୟ ଜଗନ୍ନାଥ”
🙏🌷ଶୁଭ ସକାଳ🌷🙏

Leave a Reply

Your email address will not be published. Required fields are marked *

%d bloggers like this: