(ସି. ବି.ଏସ.ଇ) ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଗୁରୁତ୍ଵାପୁର୍ଣ ଓ ଭଲ ଖବର ଆସିଛି

ଭୁବନେଶ୍ୱର (YSN), 22/03/2021:ଚଳିତ barsa ସି. ବି ଏସ ସି (CBSE) ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ମିଳିଥିବା ମାର୍କ କୁ ବଢେଇବାର ସୁଯୋଗ ପାଇବେ (CBSE Board Improvementv Exam ) | ପୁରୁଣା ନିୟମ ଅନୁସାରେ ଛାତ୍ରଛାତ୍ରୀ ଙ୍କୁ ଯେ କୌଣସି ବିଷୟରେ ମିଳିଥିବା ମୋଟ ମାର୍କ କୁ ବଢେଇବା ପାଇଁ ଚାହୁଁଥିଲେ ତେବେ ଉର୍ନତି ପରୀକ୍ଷା ଦେବାପାଇଁ ବର୍ଷେ ଅପେକ୍ଷା କରିବାକୁ ପଡୁଥିଲା, ହେଲେ ସେହି ନିୟମ ଏବେ ବଦଳିଛି | ବର୍ତମାନ CBSE ବୋର୍ଡ଼ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ଦିଆଯାଉଥିବା ଶେଖୀନିକ ବର୍ଷ ମଧରେ ହିଁ କଂପାର୍ଟମେଣ୍ଟ ପେପେର ଦେବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତି ନେଇଅଛି | ଏହା ଜାତୀୟ ଶିଖା ନୀତି ର (ନିଉ ଏଡ଼ଉଚସନ ପଲିସି ) ଏକ ଅଂଶ, ଯାହାର ଉଧେଶ୍ୟ ହେଉଛି ବୋର୍ଡ଼ ପରୀକ୍ଷା ରେ ବସୁଥିବା ଛାତ୍ରଛାତ୍ରୀମାନଙ୍କୁ ସର୍ବଉତ୍ତମ ମାର୍କ ସ୍କୋର କରିବାର ସୁଯଗ ବେଵା.

ରିପୋଟର :ସୁଶାନ୍ତ କୁମାର ପଟନାୟକ

Leave a Reply

Your email address will not be published. Required fields are marked *

%d bloggers like this: