ରାଇରଙ୍ଗପୁର ରେ ଚଇତି ପର୍ବ ପାଳନ

ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଜାମମଣି-ନାଉପଦା ରେ ଥିବା ବାବାଝାଡେଶର ଶୈବପୀଠ ରେ ଚଇତ ପର୍ବ ପାଳିତ ହୋଇ ୟାଇଛି। ପ୍ରଥମ ଦିନରେ ଭକ୍ତ ମାନେ ପ୍ରଥମେ ଜାମୁବାଡି ପରିକ୍ରମା ,୨ୟ ରେ କଳସ ଭାର ବୋହି ଗ୍ରାମ ପରିକ୍ରମା କରି କଳାଭେଷକ କରିଥାନ୍ତି। ଦ୍ବିତୀୟ ଦିନ ଭୋର ସକାଳୁ ଭକ୍ତ ମାନେ ପାଟ ଦେଇ ଗ୍ରାମ ପରିକ୍ରମା କରିଥାନ୍ତି। ୮୦ ବର୍ଷ ରୁ ଅଧିକ ହେଲାଣି ପାଳନ ହୋଇ ଆସୁଛି। ଗ୍ରାମବାସୀ କଂ ଦ୍ବାରା ପୂଜା କାର୍ୟ୍ଯ ପରିଚାଳନା ହେଉଅଛି।

ରିପୋର୍ଟର :ଭବାନୀଶଙ୍କର ମହାନ୍ତ

Leave a Reply

Your email address will not be published. Required fields are marked *

%d bloggers like this: