ନୂଆପଡ଼ା ପ୍ରଶାସନ କୋରୋନା ଲଢେଇରେ ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି।

K

ନୂଆପଡା (YSN)26/4 ନୂଆପଡା ପ୍ରଶାସନ କୋରୋନା ଲଢେଇରେ ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି। ପ୍ରତିଦିନ ହାରାହାରି 500+ କୋରୋନା ପଜିଟିଭ ବାହାରୁଛନ୍ତି। ନୂଆପଡ଼ା ଏକ ଛୋଟ ଜିଲ୍ଲା ହୋଇଥିଲେ ମଧ୍ୟ ରାଜ୍ୟରେ ପଜିଟିଭ କେସ ରେ ଦ୍ଵିତୀୟ/ତୃତୀୟ ସ୍ଥାନରେ ସବୁଦିନ ରହୁଛି। କୋରୋନା ଟେଷ୍ଟିଙ୍ଗ ରୁ ନେଇ ଭେଣ୍ଟିଲେଟର ପର୍ଯ୍ୟନ୍ତ ସବୁଠି ଅବ୍ୟବସ୍ଥା। ଯିଏ ବି ନିଜ ସମ୍ପର୍କୀୟ ଙ୍କୁ ହରେଇଛି, ସିଏ କହୁଛି ବ୍ୟବସ୍ଥା ଏବଂ ଅକ୍ସିଞ୍ଜେନ ଅଭାବରୁ ହିଁ ଏହା ହୋଇଛି। ପ୍ରଶାସନ କେବେ ଚେଇଁବ ଏବଂ ଜୀବନ ବଞ୍ଚେଇବା ପାଇଁ କେବେ ଅଣ୍ଟା ଭିଡ଼ିବ ?ଏଇ ପ୍ରଶ୍ନଟି ହେଉଛି ଜୋମାନେ ନିଜ ଲୋକଙ୍କୁ କରୋନା ରେ ହରାଇ ଛନ୍ତି।

ଆସନ୍ତୁ ଉପରୋକ୍ତ ମେସେଜ କୁ ଦେଖିବା। ପ୍ରଶାସନ ଟିକେ ଜାଗ୍ରତ ହେବ ।

ରିପୋର୍ଟ :ଚନ୍ଦନ ସାହୁ

Leave a Reply

Your email address will not be published. Required fields are marked *

%d bloggers like this: