କରୋନା ଲକଡାଉନ ରେ ମଦମାଫିଆ ର ଅଣ୍ଟା ଭାଗୀ ଦେଲା ଖଡିଆର ପୋଲିସ,।

 

ନୂଆପଡା (.YSN)ଗତକାଲି ସନ୍ଧ୍ୟାରେ ଖଡ଼ିଆଳ ପୋଲିସି ଓ ତହସିଲଦାର ମିଶି ଭୁଲିଆସିକୁଆଁ ଗ୍ରାମରେ କର୍ଫ୍ୟୁ ଓ କୋବିଡ଼ ଏନ୍ଫୋର୍ସମେଣ୍ଟ ଡିଉଟି କରୁଥିବା ସମୟରେ ଭୁଲିଆସିକୁଆଁ ସବରପଡା ରେ ଘନଶ୍ୟାମ ବାରିକ ତାର ଜଳଖିଆ ଦୋକାନରେ ବେଆଇନ ମଦ ବିକ୍ରି କରି ଭିଡ଼ କରୁଛି ବୋଲି ଖବର ପାଇ ସେଠାରେ ଚଢ଼ାଉ କରିବାରେ, ଦୋକାନୀ ଘନଶ୍ୟାମ ବାରିକ ପୋଲିସ ଓ ତହସିଲଦାର ମାଡାମଙ୍କୁ ଗାଳି ଗୁଳଜ କରି ଧମକାଇଲା ଓ ଗୋଟିଏ ଛୁରୀ ଧରି ତହସିଲଦାର ମାଡ।ମ ଙ୍କୁ ମାରିବାକୁ ଗୋଡ଼ାଇଲା। ପୋଲସି ତାକୁ କାବୁ କରି ତାର ଦୋକାନ ରୁ ମୋଟ ୩0୪ ଗୋଟି ବିଦେଶୀ ମଦ ଭର୍ତି ବୋତଲ, 28 ପାଉଚ ଦେଶୀ ମଦ, ଗୋଟିଏ ଫ୍ରିଜର, ଓ ଛରୀକୁ ଜବତ କରିଛି, ତାକୁ ଗିରଫ କରିଛି। ତାଙ୍କର କୋବିଡ଼ ପଜିଟିଭି ହେବାରୁ ଖଡ଼ିଆଳ କୋବିଡ଼ କେୟାର ସେଣ୍ଟରକୁ ପୋଲିସ ହେପଜାତରେ ପଠାଇବାର ବ୍ୟବସ୍ଥା କରାଯାଉଛି।
Khariar case no.152/21 u/s 294/323/332/353/307/188/269 IPC/ 51(a)(b) DM Act/52(a) Odisha Excise Act.

ରିପୋର୍ଟ :ଚନ୍ଦନ ସାହୁ,

Leave a Reply

Your email address will not be published. Required fields are marked *

%d bloggers like this: