ସହାୟ ଫାଉଣ୍ଡେସନ ପକ୍ଷରୁ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ

ଗଂଜାମ(YSN)୦୧/୦୯: ସାରା ରାଜ୍ୟରେ କରୋନା ର ପ୍ରଭାବ।ଆଜି ସୋରଡା NAC ୪ୱାଡ ର ଦୁଇ ବୃଦ୍ଧାଙ୍କୁ କୋଭିଡ୍ ୧୯ ସମୟରେ ବେସାହାରା ହୋଇ ଚଳୁଥିବା ଶୁଣିବାକୁ ମିଳିଥିଲା। ଏଭଳି ଦୁଃଖଦ ସମୟରେ ସୋରଡା ବ୍ଲକର ଯୁବଗୋଷ୍ଠୀ ସହାୟ ଫାଉଣ୍ଡେସ ତତଫରୁ ବୃଦ୍ଧା ଦୁଇ ଙ୍କ ଖାଇବା ପାଇଁଁ ଖାଦ୍ୟ ମନ୍ଦିରରୁ ପ୍ରତିଦିନ ଯୋଗାଇବା ପାଇଁଁ ବ୍ୟବସ୍ଥା ଓ ରହିବା ପାଇଁଁ ଘର ପାଲ ଯୋଗାଇ ଦେଇଥିଲେ। ସେମାନଙ୍କର ସବୁ ଅସୁବିଧାକୁ ଦୂର କରିବ ପାଇଁ ପ୍ରତିଶୃତି ଦେଇଥିଲେ। ଏବଂ ଖାଈବା ପାଇଁ ବିଷ୍କେଟ୍ ଏବଂ ଚୁଡା ପ୍ରଦାନ କରିଥିଲେ

ରିପୋର୍ଟ: ସୁଶିଲ ସୁନ୍ଦର,ସୋରଡା

1 thought on “ସହାୟ ଫାଉଣ୍ଡେସନ ପକ୍ଷରୁ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ

Leave a Reply

Your email address will not be published. Required fields are marked *

%d bloggers like this: