ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତରେ ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ବଣ୍ଟନ

ଜଗତସିଂହପୁର (YSN) ୧୬/୦୯: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବସନ୍ତ ମହାପାତ୍ର ବିଷନପୁର ପଞ୍ଚାୟତର ମହାନଦୀ ବନ୍ଧରେ ରହୁଥିବା ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବାଣ୍ଟି ଥିଲେ। ସେହି ପଞ୍ଚାୟତର ସମିତିସଭ୍ୟ ଅମୁଲ୍ୟ କୁମାର ମହାପାତ୍ର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓକିଲି ପ୍ରଧାନ, ନୋଡାଲ ଅଫିସର ଗୌତମ ପରିଜା, ପଞ୍ଚାୟତର ନାଏବ ସରପଞ୍ଚ ସୀତାରା ବିବି, ୱାର୍ଡସଭ୍ୟ ସେଖ ସମୀର ଉଦିନ ଓ ତାଙ୍କ ସହିତ ସେଖ ଗାଦିର ଅଲି, ସେଖ ରଫାୟତ ଅଲି, ଟିକମ ଅଲି, ମୁମତାଜ ଅଲି ପ୍ରମୁଖ ଯୋଗ ଦେଇ ରିଲିଫ ବଣ୍ଟନରେ ସାହାଯ୍ୟ କରିଥିଲେ।

 

 

ରିପୋର୍ଟ: ସ୍ୱାଗତ ରଞ୍ଜନ ଦାସ, ତିର୍ତ୍ତୋଲ

Leave a Reply

Your email address will not be published. Required fields are marked *

%d bloggers like this: