ଶିଳାନ୍ୟାସ ପୂର୍ବରୁ ଷ୍ଟ୍ରିଟ୍ ଲାଇଟ୍ ଚୋରି !

ଅନଗୁଳ (YSN) ୧୬/୦୯: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆଠମଲ୍ଲିକ NAC ଅଞ୍ଚଳର ମାଣିକଜୋଡି, ଜିରାଡ଼ ସଂଯୁକ୍ତ ରୋଡ ଛକରେ NAC ତରଫରୁ ଏକ ଷ୍ଟ୍ରିଟ୍ ଲାଇଟ୍ ନୂତନ କାମ ହୋଇ ଲାଗିଥିଲା। ନୂତନ ଲାଗିଥିବା ଷ୍ଟ୍ରିଟ୍‌କୁ ଶିଳାନ୍ୟାସ କରିବାକୁ ଯୋଜନାରେ ଲାଗିପଡିଥିବାବେଳେ ଶିଳାନ୍ୟାସ ପୂର୍ବରୁ ଦୁବୃର୍ତ୍ତ ମାନେ ଲାଗିଥିବା ଲାଇଟ୍‌କୁ ଦୁବୃର୍ତ୍ତ ମାନେ ଯୋଜନାବଦ୍ଧ ଗତ ତା ୧୫/୦୯/୨୦ ରିଖ ରାତି ୯ ଘଣ୍ଟିକା ସମୟରେ ଚୋରି କରି ନେଇଗଲେ। ଚୋରି ହବା ଘଟଣା ଏ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

 

ରିପୋର୍ଟ: ଭୀମସେନ ବେହେରା, ଆଠମଲ୍ଲିକ

Leave a Reply

Your email address will not be published. Required fields are marked *

%d bloggers like this: