୧୦୨ ଆମ୍ବୁଲାନ୍ସ ଗାଡିରେ ହଠାତ୍ ନିଆଁ, ଅଳ୍ପକେ ବଡ ବିପଦରୁ ରକ୍ଷା ମିଳିଛି

ରାୟଗଡା(YSN)୧୬/୦୯ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରୁବ୍ଳକ ସଦର ମହକୁମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ୨୦୨ ଆମ୍ବୁଲାନ୍ସ ଆଜି ସକାଳୁ ଏକ ରୋଗୀ ଆଣିବାପାଇ ବାହାରିଥିଲା। ଡ୍ରାଇଭର ଗାଡିକୁ ଷ୍ଟାଟ୍ କରିବା ମାତ୍ରେ ଗାଡିରୁ ହଠାତ ନିଆ ଜଳିଥିଲା। ଏହା ଦେଖି ଡ୍ରାଇଭର ଭୟରେ ଗାଡି ଷ୍ଟାଟ ବନ୍ଦ କରି ଦେଇଥିଲେ। ଲୋକମାନେ ଘେରି ପଡି ପାଣି ଓ ବାଲି ପକାଇ ନିଆ ଲିଭାଇ ବଡ ବିପଦରୁ ରକ୍ଷା ପାଇପାରିଛନ୍ତି।

ରିପୋର୍ଟ: ପ୍ରସାଦ ସାହୁକାର, ମୁନିଗୁଡା ବ୍ଳକ

Leave a Reply

Your email address will not be published. Required fields are marked *

%d bloggers like this: