🦚☀ଆଜିର ଅନୁଚିନ୍ତା☀🦚

✍🏻ପ୍ରକୃତ ପରିଚୟ ପାଇଁ ପ୍ରମାଣ ପତ୍ରର କୌଣସି ଆବଶ୍ୟକତା ନ ଥାଏ କି ବଂଶ ବୁନିୟାଦିର ନଥି ବିଶ୍ଳେଷଣ କରିବାକୁ ପଡେନା । ଜଣେ ମଣିଷର ପଦିଏ କଥା କହିଦିଏ ସେ କେତେ ସୁଶିକ୍ଷିତ, ଗୋଟିଏ ବ୍ୟକ୍ତି ଚିନ୍ତାଧାରା କହିଦିଏ ସେ କେତେ ସଭ୍ୟ ଓ ସୁସଙ୍ଗତ, ଧାଡିଏ ଲେଖା ଜଣାଇଦିଏ ସେ କେତେ ସଂସ୍କାରୀ ଓ ସୁସଙ୍ଗଠିତ ଆଉ ତାର ଚାଲିଚଳନ ଆଚାର ବ୍ୟବହାରର ଛୋଟ ଝଲକଟିଏ ସୁଚାଇଦିଏ ସେ ଓ ତାର ପରିବାର କେତେ ପରିମାଣରେ ମାନସିକ ସୁସ୍ଥ ।।✍🏻

🙏ଜୟ ଜଗନ୍ନାଥ🙏

🙏🏻☸⚫❗⚫☸🙏🏻

Leave a Reply

Your email address will not be published. Required fields are marked *

%d bloggers like this: