ପୂର୍ବତଟ ରେଳବାଇ ପକ୍ଷରୁ ଫିଟ ଇଣ୍ଡିଆ ଦୌଡ଼ କାର୍ଯ୍ୟକ୍ରମ

କଟକ(YSN)୨୩/୦୯: କରୋନା ମହାମାରୀ ସମୟରେ ନିଜକୁ ସୁସ୍ଥ ରଖି ରୋଗ ପ୍ରତିଷେଧକ ବଢ଼ାଇ କରୋନାକୁ ହରେଇବା ପାଇଁ କଟକ ପୂର୍ବତଟ ରେଳବାଇ ପକ୍ଷରୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଓଡ଼ିଶାରୁ ଖୋର୍ଦ୍ଧା ଡିଭିଜନରେ କାର୍ଯ୍ୟରତ କ୍ରୀଡ଼ାବିତ୍ ଓ ଅଧିକାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହା କେବଳ ରୋଗ ସଂକ୍ରମଣକୁ ପ୍ରତିହତ କରିବାର ଏ ଅଭିନଭ ପ୍ରୟାସ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି ।

ରିପୋର୍ଟ : ଆଶୁତୋଷ ଜେନା,କଟକ ସିଟି।

Leave a Reply

Your email address will not be published. Required fields are marked *

%d bloggers like this: