ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟିରେ ସେହୱାଗ ଓ ସର୍ଦ୍ଦାର ସାମିଲ

ବ୍ୟୁରୋ (YSN) ୧/୦୮ : କ୍ରୀଡା ମନ୍ତ୍ରଣାଳୟ ଜାତୀୟ କ୍ରୀଡା ପୁରସ୍କାର ୨୦୨୦ ପାଇଁ ଚୟନ ସମିତିର ଘୋଷଣା କରିଛି ।କମିଟିରେ ପୂର୍ବତନ ଭାରତୀୟ ଓପନର ବ୍ୟାଟସମ୍ୟାନ ବିରେନ୍ଦ୍ର ସେହୱାଗ ଓ ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂଙ୍କୁ ସାମିଲ କରାଯାଇଅଛି ।ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦମ ଶର୍ମା କମିଟିର ସଭାପତି ହେବେ।

ଭାରତ ଭୂଷଣ ଙ୍କ ରିପୋର୍ଟ,ଯୁବଶକ୍ତି ନ୍ୟୁଜ,ଓଡ଼ିଶା

Leave a Reply

Your email address will not be published. Required fields are marked *

%d bloggers like this: