ଭଦ୍ରକ ଜିଲ୍ଲା ପାଇଁ ଗାଇଡଲାଇନ ଜାରି

{"source_sid":"3659D121-C29D-496C-860D-B4A700636BCF_1596284142528","subsource":"done_button","uid":"3659D121-C29D-496C-860D-B4A700636BCF_1596284142509","source":"other","origin":"gallery"}

 

ଭଦ୍ରକ (YSN ) ୦୧/୦୮ : ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ସଟଡାଉନ ଜାରି ରହିବ ବୋଲି ଘୋଷଣା କରିଛନ୍ତି |ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲା ରହିବ |ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବ ଭଳି ବଳବତ୍ତର ରହିବ |

ରିପୋର୍ଟ : ଅରୁଣ କୁମାର ମହାନ୍ତିଙ୍କ ସହ ଶଙ୍କର୍ଷଣ ପଣ୍ଡା ,ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: